ବିଦାୟୀ ମୁଖ୍ୟ ଶାସନ ସଚିବ ନେଲେ ନୂଆ ଦାୟିତ୍ବ

ଭୂବନେଶ୍ବର: ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ଓଡିଶାର ଇଲେକ୍ଟ୍ରିସିଟି ରେଗୁଲେଟରୀ ଅଥରିଟିର ଅଧ୍ୟକ୍ଷ ହେବେ। ଏ ନେଇ ଆଜି ଶକ୍ତି ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି ଯେ ମୁଖ୍ୟ ଶାସନ ସଚିବ ତଥ ମୁଖ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଆଇଏଏସଙ୍କୁ ଓଇଆରସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

Recent Post

Live Cricket Update