କମପଲ୍ଲୀ ଠାରେ ମୁଖ୍ୟମନ୍ତ୍ରୀ ଙ୍କ କୁଶପିତୁଳା ଦାହ କଲେ ମହାନଗର ବିଜେପି ଯୁବ ମୋର୍ଚ୍ଚା.
ବ୍ରହ୍ମପୁର..ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧ ରେ ବିଜେପି ର ବିଧାନ ସଭା ଘେରାଉ ସମୟ ରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି
ହୋଇଥିଲା.ଯାହା ଫଳରେ ବିଜେପି ଯୁବ ମୋର୍ଚ୍ଚା ଇରାଶିଷ ଆଚାର୍ଯ୍ୟ ଙ୍କୁ ଗିରଫ କରିବା
ସହ 22 ଜଣ ବିଜେପି କର୍ମୀଙ୍କ ମିଛ ସଂଗୀନ
ଦଫା ଲଗାଇ ଜେଲରେ ଭର୍ତ୍ତି କରିଥିଲେ. ଏହାକୁ ନେଇ ବିଜେପି ସାରା ରାଜ୍ୟରେ ବିରୋଧ କରୁଥିବା ବେଳେ ଆଜି ବ୍ରହ୍ମପୁରର
କମପଲ୍ଲୀ ଛକ ଠାରେ ବ୍ରହ୍ମପୁର ଯୁବ ବିଜେପି
ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପିତୁଳା ଦାହ
କରିଥିଲେ.କିରଣ କୁମାର ସାହୁ, ସବିତା ସୁଆର, ନୀଳକଣ୍ଠ ସାହୁ, ସବିତା ସାହୁ, ରବୀନ୍ଦ୍ର ସାହୁ, ଅଶୋକ ନିମାଇଁ, ଚିତ୍ତରଞ୍ଜନ ସାହୁ, ମହେଶ ତ୍ରିପାଠୀ, ଅର୍ଜୁନ ଜେନା,ମଦନ ସାହୁ, ଟୁନା ପାତ୍ର,ଗଜେନ୍ଦ୍ର ଚୌଧୁରୀ, ବିନୋଦ ସିଂ, ନଳିନୀ ସାହୁ, ସନ୍ତୋଷୀ ଦାସ,ନର୍ମଦା ରାଜୁ, ତୁମ୍ବେସ୍ୱର ନାୟକ, ସାଗର ମୁଖି, ବଳରାମ ସାହୁ, ଶିବପାଣିଗ୍ରାହୀ,ରାଜା ପାଣିଗ୍ରାହୀ, ଶ୍ରୀଧର ମହାପାତ୍ର,ସନ୍ତୋଷ ସାହୁ, ଅଭୟ ପଣ୍ଡା, ନିକାସ ବେହେରା,ରାକେଶ ସାବତ,p.ଚନ୍ଦ୍ର ପ୍ରକାଶ, ଶ୍ରୀନୁ ସୁବୁଦ୍ଧି, ବାଦଲ ପାତ୍ର, ରାହୁଲ ନାୟକ, ମାଧବ ପାତ୍ର, ଉମାକାନ୍ତ ପ୍ରଧାନ, ଉପେନ୍ଦ୍ର ସେଠି, ବ୍ରହ୍ମାନନ୍ଦ ସାହୁ, ସମୀର ପଟ୍ଟନାୟକ, ସିରିଡି ବିକ୍ରମ, ଶିବ କୁମାର ମହାପାତ୍ର, ଦୀପକ ବେହେରା, ରମନ ମାଧେଇ,ଆଦିତ୍ୟ ବେହେରା, କିସାନ ପଣ୍ଡା, ଅନିଲ ସାହୁ, ଆଶୁତୋଷ ପାତ୍ର, ବାଦଲ ପାତ୍ର, ମୁନା ମହାନ୍ତି, ଯୋଗେନ୍ଦ୍ର ଗୌଡ଼, ସମୀର ପଟ୍ଟନାୟକ, ଲିଙ୍କନ, ଅମନି ବେହେରା, ସାଗର କୁମାର ଗୌଡ଼ ଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ.
