ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପରଲୋକ

ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଅପୂରଣୀୟ କ୍ଷତି। ରାତି ୧୧ ଟା ୨୫ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ସେ ଅସୁସ୍ଥତା କାରଣରୁ ହାଇଦ୍ରାବାଦ ଠାରେ ଚିକିତ୍ସିତ ହେଉଥିଲେ। ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ଚଳଚ୍ଚିତ୍ର ଜଗତରେ ଶୋକ ର ଛାୟା ଖେଳିଯାଇଛି।

Recent Post

Live Cricket Update