ମହାପ୍ରଭୁଙ୍କ ଫଗୁ ଦଶମୀ ଆରମ୍ଭ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ ବା ଦୋଳପୁର୍ଣ୍ଣମୀ ଯାତ୍ରାର ଆରମ୍ଭ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତୀକାନ୍ତି ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ କରାଯାଉଛି ।
WhatsApp us