ଜୟ ଜଗନ୍ନାଥ ବ୍ଳକ ସଂକୀର୍ତ୍ତନ କଳା ପରିଷଦ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସ୍କୁତି ଚାରଣ ସଭା ଅନୁଷ୍ଠିତ।
ବିଷୟ _____ ଯାଜପୁର ଜିଲ୍ଲା ବରୀ ବ୍ଲକର ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଂକୀର୍ତ୍ତନ କଳା ପରିଷଦ ପକ୍ଷରୁ ଏକ ବୈଠକ ପ୍ରତାପ ଚନ୍ଦ୍ର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରବାଦ ପୁରୁଷ,ମହାନ ଜନନାୟକ ତଥା ଓଡ଼ିଶାର ପୃର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ୧୦୭ ତମ ଜୟନ୍ତୀ ଅବସରରେ ଏକ ସ୍ଖତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସଭ୍ୟମାନଙ୍କର ଉତ୍ସାହ ଉଦ୍ଦୀପନା ସହ ବିଜୁବାବୁଙ୍କର ସମାଜ ପାଇଁ ତ୍ୟାଗ,ଯୋଜନା ଓ ଆନ୍ତରିକତା ର ସ୍କୁତିକୁ ବିଷଦ ଭାବରେ ଆଲୋଚନା କରି କରତାଳି ରେ ବିଜୁପଟ୍ଟନାୟକ ଙ୍କ ପ୍ରତି ଶ୍ରଦ୍ଧା ପ୍ରକଟ କରିଥିଲେ। ଆୟୋଜକ ନଟବର ମହାନ୍ତି ଙ୍କ ର ନିର୍ଦେଶ କ୍ରମେ ରାମଧୁନଗାନକରା ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ