ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 107 ତମ ଜନ୍ମ ଜୟନ୍ତି ପାଳନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 107 ତମ ଜନ୍ମ ଜୟନ୍ତି ପାଳନ

…..ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ବରିଷ୍ଟ ବିଜେଡି ନେତା ତଥା ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ କଙ୍କଡାହାଡ଼ ବାତ୍ୟାଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ କଙ୍କଡାହାଡ଼ ବ୍ଲକ ଉପାଧ୍ୟକ୍ଷ ଦୀପା ସାହୁ,ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ରାଜେଶ କୁମାର ଦେହୁରୀ,ଜିଲ୍ଲା ଯୁବ ସମ୍ପାଦକ ଦେଵବ୍ରତ ସାହୁ,ମକୁଆକାଟେଣି ସରପଞ୍ଚ ଦୀପାମଞ୍ଜରୀ ସାହୁ, ବାମ ସମିତି ସଦସ୍ୟ ଲଷ୍ମୀ ହେସା,କରଗୋଳା ସମିତି ସଭ୍ୟ କବିବର ସିଂହ, କଣ୍ଟାପାଳ ସମିତି ସଭ୍ୟ ଜୟନ୍ତୀ ସିଂହ,ମକୁଆକାଟେଣି ସମିତି ସଭ୍ୟ ହୀରା ମୁଣ୍ଡା,କଙ୍କଡାହାଡ଼ ସେବା ସମବାୟ ସମିତି ସଭାପତି ପ୍ରକାଶ ବିଶ୍ୱାଳ,ବରିଷ୍ଟ ବିଜେଡି ନେତା ବ୍ରହ୍ମାନନ୍ଦ ସାହୁ,ପ୍ରଭାକର ଗଡ଼ନାୟକ, ପୁର୍ବତନ ସରପଞ୍ଚ ସୁଶାନ୍ତ ସାହୁ ,ବରିଷ୍ଟ ସାମ୍ବାଦିକ ପାଣ୍ଡଵ ଦାସ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି କାର୍ୟ୍ଯକ୍ରମରେ ହଜାର ହଜାର କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

Recent Post

Live Cricket Update