ଗ୍ରାମ୍ୟ କମିଟି ସଭାପତିଙ୍କୁ ଟାର୍ଗେଟ ରଖି ମାରିଦେଲେ ଦୁର୍ବୃତ
ପ୍ରିପ୍ଲାନୀଙ୍ଗି ସୁପାରି କିଲ୍ଲର ମଡ଼ର
Ples,ଅନୁଗୋଳ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ନତଡ଼ା ଗ୍ରାମ ପଞ୍ଚାୟତ ର ଆମ୍ବପାଳ ଗ୍ରାମର ଗ୍ରାମ୍ୟ କମିଟି ସଭାପତିଙ୍କୁ ଟାର୍ଗେଟ କରି ମାରି ଦେଲେ ଦୁର୍ବୃତ,ସୂଚନା ମୁତାବକ ସଭାପତି ବାଳକୃଷ୍ଣ ନାୟକ ଶନିବାର ରାତିରେ ତାଙ୍କ ନିଜସ୍ଵ କୁକୁଡ଼ା ଫାର୍ମ ନିକଟରେ ବିଶ୍ରାମ କରୁଥିଲେ ତାଙ୍କର ନିତିଦିନ ରାତିରେ ତାଙ୍କ ଫାର୍ମ କୁ ଜଗନ୍ତି, ସେହି ରାତାରାତି ଟାର୍ଗେଟ କରି ମାରି ଦେଲେ ଦୁର୍ବୃତ, ଦୁର୍ବୃତ ମାନେ ଏକ କାଗଜ ଖଣ୍ଡରେ ଲିଖିତ କରିଛନ୍ତି, ସଭାପତି ମହାଶୟ ଗାଁ ଲାଗି ସହିଦ ହୋଇଯାଅ ମନା କଲି ମୋପଛରେ ଲାଗନା ମୋର କଦର୍ଯ୍ୟ ଭାଷାରେ ଗାଁ ଯାକ ଉପାଡ଼ିବା , ଜାନୁୟାରୀ ୨୫ତାରିଖରେ ଟାର୍ଗେଟ ଥିଲା ଆଜି ପୂରଣ ହେଲା ଟାର୍ଗେଟ
ଦୁର୍ବୃତ ମାନେ ନିଶା ଇଞ୍ଜେକସନ କିମ୍ବା ବିଷ ଇଞ୍ଜେକସନ ଦେଇ ମାରିଛନ୍ତି, ମୁହଁରେ କଳା ମୁଖା ପରିଧାନ କରିବା ସହିତ, ହାତରେ ୟୁଜୁ ଆଣ୍ଡ ଥ୍ରୋ ହିୟାଣ୍ଡ ଗ୍ଲୋବ ପିନ୍ଧି ଇଞ୍ଜେକସନ ମାରିଥିଲେ ଓ ସହିଦିର ସଙ୍କେତ ପାଇଁ ବେକରେ ତ୍ରିରଙ୍ଗା ପତାକା ବେକରେ ବାନ୍ଧି ଦେଇ ଥିଲେ
ରାତି ପ୍ରାୟ ୧୨ସମୟ ଠାରୁ ୧ . ୨ଦୁଇଟା ସମୟ ଭିତରେ ଏହି ଘଟଣା ଘଟିଛି, ସଭାପତି ବାଳକୃଷ୍ଣ ନାୟକ ତାଙ୍କ ନିଜ ଘର ଠାରୁ ଫାର୍ମ ପ୍ରାୟ ଏକ କିଲୋମିଟର ଦୂରତା ହେବ, ଫାର୍ମ ଠାରୁ ବାଳକୃଷ୍ଣ ଗୁରୁତର ଅବସ୍ଥାରେ ଘରକୁ ଆସି ଘରଲୋକଙ୍କୁ ଡ଼ାକି ଥିଲେ ଏବଂ ଘର ଲୋକଙ୍କୁ କହିଥିଲେ ମତେ କେହି ତିନିଜଣ ଦୁର୍ବୃତ୍ତ ବିଷ ଇଞ୍ଜେକସନ ମାରି ଦେଇଛନ୍ତି, ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ପୋଷ୍ଟ ବଟମ ପରେ ନିଜ ଗ୍ରାମକୁ ଆଣି ଗ୍ରାମ ବାସୀ ମିଳିତ ହୋଇ ସବସତ୍କାର କରିଛନ୍ତି
ବାଳକୃଷ୍ଣ ନାୟକ ଙ୍କ ମରା ଶରୀରକୁ
ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଣତି ପ୍ରଧାନ, ସମାଜ ସେବୀ ଯୁଧିଷ୍ଟିର ପ୍ରଧାନ, ସମିତି ସଭ୍ୟ ସତ୍ୟ ନାରାୟଣ ମଝି, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ର ବିଜେପି ଦଳର ଅଗସ୍ତି ବେହେରା ଏବଂ ଗ୍ରାମର କିଛି ମନ୍ୟ ଗନ୍ୟ ବ୍ୟକ୍ତି ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି