ଆଜି ମାଣିକ ନେଲେ ଶପଥ
ପୁଣି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା । ମାଣିକ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ । ତ୍ରିପୁରାର ୬୦ରୁ ୩୨ଟି ଆସନରେ ଜିତିଥିଲା ବିଜେପି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।