ଟଙ୍କା ଲୁଟ୍ ଉଦ୍ୟମ ବିଫଳ,ଏଟିଏମ୍ ଜାଳିଦେଲେ ଦୁର୍ବୁତ୍ତ

ଟଙ୍କା ଲୁଟ୍ ଉଦ୍ୟମ ବିଫଳ,ଏଟିଏମ୍ ଜାଳିଦେଲେ ଦୁର୍ବୁତ୍ତ

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ମୁଖ୍ୟ ବଜାର ନିକଟରେଥିବା ବ୍ୟାଙ୍କ ଅଫ ଇଣ୍ତିଆ ଏଟିମ୍ ତାଡି ବିଳମ୍ବିତ ରାତି ଟଙ୍କା ଲୁଟ ଉଦ୍ୟମ ବିଫଳ ହୋଇଛି।ଫଳରେ ଦୁର୍ବୁତ୍ତମାନେ ଏଟିଏମ୍ ଜାଳି ଦେଇଛନ୍ତି।ଆଜି ଝୁମ୍ପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।ରାତ୍ର ରେ ପୋଲିସ ର ପେଟ୍ରଲିଂ ଏଵଂ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉନଥିବାରୁ ଝୁମ୍ପୁରା ଅଞ୍ଚଳରେ ଚୋର ମାନଙ୍କ ପାଦୁର୍ଭାବ ବଢି ଚାଲିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update