ଅବକାରୀ ବିଭାଗ ଦ୍ଵାରା ୫ଜଣ ଗିରଫ ,୨ଟି ବାଇକ ସମେତ ୨୦୬ ଲିଟର ମଦ ଜବତ୍

ଅବକାରୀ ବିଭାଗ ଦ୍ଵାରା ୫ଜଣ ଗିରଫ ,୨ଟି ବାଇକ ସମେତ ୨୦୬ ଲିଟର ମଦ ଜବତ୍


ଜିଲ୍ଲାପାଳ ତଥା ଏକ୍ସାଇଜ୍ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ତା 15-03-2023 ରେ ଜିଲ୍ଲାର ଅବକାରୀ ବିଭାଗ କର୍ମଚାରୀଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ସ୍ଥାନରେ ଚଢ଼ାଉରେ , 2ଟି ବାଇକ୍ ଏବଂ 206 ଲିଟର ମଦ ଜବତ କରି 5 ଜଣଙ୍କୁ ଗିରଫ କରାଯାଇଥିଲା।5 ଜଣ ଗିରଫ ହୋଇଥିବା ବ୍ୟକ୍ତି
ସାନ୍ତୋଶ ସାମଲ-ସୁନାପାଟପୁର -101 ltrs ମଦ ଏବଂ 1 ବାଇକ୍ |
ମନୋଜ ନାୟିକ୍-ଟିପିଲାଇ -50 ltrs ମଦ |
କଲ୍ୟାଣୀ ମଲ୍ଲିକ-ମାର୍ଥାପୁର -09 ltrs ମଦ |
କାଇରା ସୋରେନ୍-ଟାଙ୍ଗରପଡା -1 ବାଇକ୍ ଏବଂ 22 ltrs ମଦ |
ସେନାଇ ସିଦ୍ଧୁ- କରଣ୍ଡା -15 ltrs ମଦ | ଢେଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ

Recent Post

Live Cricket Update

× How can I help you?