ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ପ୍ରେରଣ ସମୟ ବଦଳିଲା l ଏଣିକି ସକାଳ ୬ଟା୩୦ ପରେ ନୋଡାଲ କେନ୍ଦ୍ରରୁ ପ୍ରଶ୍ନ ପତ୍ର ସହ ଦଳ ବାହାରିବେ। ପରୀକ୍ଷା କେନ୍ଦ୍ରରେ ୬ଟା ୪୫ରୁ ୭ଟା ୩୦ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ ଏବଂ କେନ୍ଦ୍ର ଅଧୀକ୍ଷକଙ୍କୁ ପ୍ରଶ୍ନପତ୍ର ହସ୍ତାନ୍ତର କରାଯିବ।