ଆଜିଠୁ ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜ
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ । ରୋହିତଙ୍କ ସ୍ଥାନରେ ନେତୃତ୍ବ ନେବେ ହାର୍ଦ୍ଦିକ ପାଣ୍ଡ୍ୟା । କଙ୍ଗାରୁ ଦଳକୁ ଫେରିଲେ ୱାର୍ଣ୍ଣର, ମାକ୍ସୱେଲ ।
WhatsApp us