୪ଟା ଯାଏ ଗୃହ ମୁଲତବୀ

୪ଟା ଯାଏ ଗୃହ ମୁଲତବୀ

ଗୃହରେ କୋଇଡ଼ା BDO ପ୍ରସଙ୍ଗ ତାତି ।
ବିରୋଧୀଙ୍କ ପ୍ରଶ୍ନକୁ ଶାସକ ଦଳ ମନ୍ତ୍ରୀଙ୍କ ଉତ୍ତର ।
ଉଭୟ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ।
ଗୃହ ମଧ୍ୟଭାଗରେ ଶାସକ ଦଳ ଓ ବିରୋଧୀଙ୍କ ହୋହଲ୍ଲା ।
୪ଟା ଯାଏ ଗୃହ ମୁଲତବୀ କଲେ ବାଚସ୍ପତି ।

Recent Post

Live Cricket Update

× How can I help you?