ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା

ବିଜୁଳି, ଘଡ଼ଘଡ଼ି ସହ ଲାଗିରହିଛି ବର୍ଷା, ପବନ।
ବାଲେଶ୍ବର, ନୂଆପଡ଼ା, କୋରାପୁଟ, ମୟୂରଭଞ୍ଜରେ ବର୍ଷା ।
ନୟାଗଡ଼ ଓ କନ୍ଧମାଳରେ କୁଆପଥର ବର୍ଷା ସହ ଝଡ଼ ପବନ ।
ବଲାଙ୍ଗିର ଓ ସମ୍ବଲପୁରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା।

Recent Post

Live Cricket Update