୭୮୨୦୦ ଲିଟର ୱାସ ସହ ୨୧୦୦ଲିଟର ଦେଶିମଦ ଜବତ୍

ଢେଙ୍କାନାଳ ଜିଲ୍ଲା ଜିଲ୍ଲାପାଳ ତଥା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶନାରେ ଢେଙ୍କାନାଳ ଅବକାରୀ ବିଭାଗ ଘନ ଘନ ଚଢ଼ାଉ କରୁଥିବା ଦେଖିବାକୁ ମିଳୁଛି। ଆଜି ଢେଙ୍କାନାଳ, ଯାଜପୁର ଓ ସମ୍ବଲପୁର ସ୍ବତନ୍ତ୍ର ଟିମ୍ ମିଳିତ ଭାବେ ଢେଙ୍କାନାଳ ଜିଲ୍ଲା ଓ ଯାଜପୁର ଜିଲ୍ଲାର ସିମାନ୍ତ ବ୍ରାହ୍ମଣୀ ନଦୀ ଅଞ୍ଚଳରୁ ଚଢ଼ାଉ କରି ୭୮୨୦୦ ଲିଟର ୱାସ ସହ ୨୧୦୦ଲିଟର ଦେଶିମଦ ଜବତ୍

କରି। ଏ ସଂକ୍ରାନ୍ତରେ ୫ଟି ମାମଲା ରୁଜୁ କରାଯାଇଛି।

Recent Post

Live Cricket Update