କିଙ୍ଗପିନ୍ ସହ ୫ ଜଣଙ୍କୁ ଗିରଫ କଲା ଅନଗୁଳ ପୋଲିସ

ସେକ୍ସ ରାକେଟ ଗ୍ୟାଙ୍ଗ କୁ କାବୁ କଲା ପୋଲିସ

କିଙ୍ଗପିନ୍ ସହ ୫ ଜଣଙ୍କୁ ଗିରଫ କଲା ଅନଗୁଳ ପୋଲିସ

ଅନୁଗୁଳ ସହର ତୁରଙ୍ଗ ପଞ୍ଚାୟତ ଦୁର୍ଗା ବିହାରରେ ଚାଲିଥିଲା ସେକ୍ସ ରେକେଟ ଏକ ଭଡ଼ା ଘରେ ବେଧଡକ ଦେହ ବେପାର ଚାଲିଥିଲା। , ସୂଚନା ମୁତାବକ ଗୁରୁବାର ରାତିରେ ଅନୁଗୁଳ ପୋଲିସ ଚଢାଉ କରି ଏହି ରୟାକେଟର ପର୍ଦ୍ଦାଫାସ୍ କରିଛି। ଭଡ଼ା ଘରର ଗୋଟିଏ ରୁମ୍ ରୁ ଜଣେ ସଢଜନ୍ତ୍ରକାରୀ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ହେଉଛି ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଲା ଥାନା ଇଲାକାର ଜଣେ ୩୫ ବର୍ଷୀୟ ମହିଳା ଜଣେ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଠାକୁର ଗଡ଼ ଥାନା ବଳରାମ ଶତପଥୀ, ବିକ୍ରମ ପୁର୍ ଥାନା ଲକ୍ଷ୍ମୀକାନ୍ତ ମହାନ୍ତି ସେହିପରି ଉଦ୍ଧାର ଦେହଜୀବୀ ଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଅଞ୍ଚଳର ୨୫ ବର୍ଷୀୟ ଅନ୍ୟ ଜଣେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳର ୩୦ ବର୍ଷୀୟ ମହିଳା ବୋଲି ଜଣା ପଡିଛି। ଭଡ଼ା ଘରୁ ପୋଲିସ ବହୁ ପରିମାଣ ର ଆପତ୍ତିଜନକ ଜିନିଷ ସହ ମୋବାଇଲ, ଆଧାର କାର୍ଡ ଓ ଗୋଟିଏ ବାଇକ୍ ଜବତ କରିଛି।

Recent Post

Live Cricket Update