ବ୍ରହ୍ମପୁର MKCG ରେ ଖସିଲା ସିଲିଂ

ବ୍ରହ୍ମପୁର MKCG ରେ ଖସିଲା ସିଲିଂ.

ବ୍ରହ୍ମପୁର. ଏମକେସିଜି ହେଉଛି ଦକ୍ଷିଣ ଓଡ଼ିଶାର ଚିକିତ୍ସାର ପ୍ରାଣକେନ୍ଦ୍ର.ଦକ୍ଷିଣ ଓଡିଶା ସମେତ ପଡଶୀ ରାଜ୍ୟର କିଛି ରୋଗୀ ଏହି
ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି. ଏମକେସିଜି ସୁପର ପେସିଆଲିଷ୍ଟ ବ୍ଲକରେ ବାରମ୍ବାର ସିଲିଂ ଖସିବା ରୋଗୀଙ୍କ ସୁରକ୍ଷା
ପ୍ରତି ପ୍ରଶ୍ନବାଚି ସୃଷ୍ଟି କରୁଛି.ସୁପର ପେସିଆଲିଷ୍ଟ ବ୍ଲକର ଚତୁର୍ଥ ମହଲାରେ ଥିବା
ସର୍ଜରୀ ୱାର୍ଡରେ ସିଲିଂ ଖସି ତିଳେ ପଡିଥିବାର
ଦେଖିବାକୁ ମିଳିଛି. କୌଣସି ରୋଗୀର କ୍ଷୟ
କ୍ଷତି ହୋଇନଥିବା ସୂଚନା ମିଳିଛି. ଏହିପରି
ବାରମ୍ବାର ସିଲିଂ ଖସିବା ହସ୍ପିଟାଲ କତୃପକ୍ଷ
ଦୃଷ୍ଟି ନ ଦେବା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି
କରିଛି.

Recent Post

Live Cricket Update