ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମିଳୁଛି ବିଡ଼ିଓ ଙ୍କ ଧମକ

( ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମିଳୁଛି ବିଡ଼ିଓ ଙ୍କ ଧମକ)
ଜଗତସିଂହପୁର
ତା =18/4/23

ଜଗତସିଂହପୁର ବ୍ଲକ ଅଧୀନ ଟିଟିଗାଁ ଗ୍ରାମର ଦେବେନ୍ଦ୍ର ଦାଶ ସୂଚନା ଅଧିକାର ଆଇନ ବଳରେ ଜାନୁଆରୀ ୯ ତାରିଖରେ ଜଗତସିଂହପୁର ବିଡିଓ ଙ୍କୁ ତଥ୍ୟ ମାଗିଥିଲେ | ବିଡ଼ିଓ ମହାଶୟ ଅପ୍ରିଲ13ତାରିଖ ରେ ଆର ଟି ଆଇ ଘଟଣା ର ହିଅରିଙ୍ଗ ପାଈଁ ବ୍ଲକ ପରିସର କୁ ଡାକିଥିଲେ | ହେଲେ ବ୍ଲକ ପରିସରରେ ଅଶାଳୀନ ବ୍ୟବହାର କରିବା ସହିତ ଜାତିଆନା ଆକ୍ଷେପ ରେ ଗାଳି ଗୁଲଜ କରିଥିଲେ |ଏ ସଂକ୍ରାନ୍ତ ରେ ଦେବେନ୍ଦ୍ର ଜଗତସିଂହପୁର ଥାନା ରେ ଅଭିଯୋଗ କରିବା ସହିତ ଜ଼ିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି |ଜ଼ିଲ୍ଲାପାଳ ତୁରନ୍ତ ବିଡ଼ିଓ ଙ୍କ ବିରୋଧ ରେ ଦୃଷ୍ଟାଣ୍ଟ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଇନିର ଆଶ୍ରୟ ନେବାକୁ ଦେବେନ୍ଦ୍ର ଏବଂ ଆଇନୀଜୀ ଶକ୍ତିଧର ମିଶ୍ର ସାମ୍ବାଦିକ ସମ୍ମିଳନୀ ମତବ୍ୟକ୍ତ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update