ସମାଜ ସେବକ ତଥା ହାସ୍ୟ କଳାକାର ତ୍ରିଲୋଚନ ମହାନ୍ତି ଙ୍କ ପରଲୋକ.
ବ୍ରହ୍ମପୁର.. ଲାଞ୍ଜିପଲ୍ଲୀ ଅଞ୍ଚଳର ବିଶିଷ୍ଠ ସମାଜ
ସେବକ, ତଥା ହାସ୍ୟ କଳାକାର, ଓ ଶିବ ନନ୍ଦ
ଶିଶୁ ମନ୍ଦିରର ନିର୍ଦ୍ଧେଶକ ତ୍ରିଲୋଚନ ମିହାନ୍ତି
ଆଜି ଭୋର 4 ସମୟରେ ଇହଧାମ ତ୍ୟାଗ
କରିଛନ୍ତି.ତାଙ୍କରି ମୃତ୍ୟୁ ଖବରରେ ସ୍ଥାନୀୟ
ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି.
ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ ସୁବାସିନୀ ମଣ୍ଡଳ,
ପୁତ୍ର ଉପସ୍ଥିତ ଥିଲେ. ଅଙ୍କୁଲି ସ୍ଥିତ ଶ୍ନସାନ ଠାରେ ଶେଷ କୃତ୍ୟ ସମାପନ କରାଯାଇଥିଲା.