ଡଃ ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ

ମହାନ୍ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀରେ ଆଜି ସକାଳେ କ୍ୟାପିଟାଲ ହସ୍ପିଟାଲ ଛକ ସ୍ଥିତ ଡଃ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ

କରାଯାଇଛି। ସାଂସଦ ଶ୍ରୀ ମୁନ୍ନା ଖାଁ ଏବଂ @IPR_Odisha ନିର୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଓ ଅନ୍ଯାନ୍ଯ ଅତିଥିମାନେ ଉପସ୍ଥିତ ଥିଲେ।

Recent Post

Live Cricket Update