ଅକ୍ଷୟ ତୃତୀୟା ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବରେ ଅଖି ମୁଠି ଅନୁକୂଳ କଲେ ମୋହନ ଚରଣ ମାଝି

ଅକ୍ଷୟ ତୃତୀୟା ଉପଲକ୍ଷେ ଆୟୋଜିତ
ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବରେ ଅଖି ମୁଠି ଅନୁକୂଳ କଲେ
ମୋହନ ଚରଣ ମାଝି


କେନ୍ଦୁଝର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମ ଆମ୍ବ ତୋଟା ନିକଟ ଥିବା ପଡ଼ିଆରେ ଅନୁଷ୍ଠିତ ହୋଇଛି
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଜିଲ୍ଲା କୃଷି ଅଧିକାରୀ ରାମକୃଷ୍ଣ ପଣ୍ଡା ବରିଷ୍ଠ ବିଜେଡ଼ି ନେତା ମିତ୍ରଭାନୁ ମହାନ୍ତ ସରପଞ୍ଚ ଭାମାମଣୀ ଦାସ ବିନତି ବାନରା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ ମିହିର କୁମାର ସାହୁ ସୁଶାନ୍ତ କୁମାର ମଲ୍ଲିକ କୃପାସିନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇ ଜିଲ୍ଲାର ଚାଷୀଙ୍କ ମୁହଁ ରେ ହସ ଫୁଟିବ ବୋଲି କହିଥିଲେ ।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update