ଦୃର୍ଘଟଣାରେ ଦଶରଧପୁର ବ୍ଳକ ଛାତ୍ର ବିଜୁଜନତା ଦଳର ସଭାପତି ଆହାତ

ଦୃର୍ଘଟଣାରେ ଦଶରଧପୁର ବ୍ଳକ ଛାତ୍ର ବିଜୁଜନତା ଦଳର ସଭାପତି ଆହାତ

ବିଷୟ _____ ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ଛାତ୍ର ବିଜୁଜନତା ଦଳର ସଭାପତି ଚିରଞ୍ଜିବୀ ତପନ କୁମାର ରାଉତ ଦଳୀୟ କାମରେ ଯାଜପୁର ଯାଇ ଫେରିବା ସମୟରେ ମଙ୍ଗଳପୁର ନିକଟସ୍ ଷାଟିବାଟି ନିକଟରେ ରାସ୍ତା କାମ ଚାଲୁଅଛି । ସେଥିପାଇଁ ଗାଡ଼ି ମଟର ସବୁବେଳେ ଜାମ । ସେତିକିବେଳେ ସେଇ ଜାଗାରେ ଦୃର୍ଘଟଣାରେ ତାଙ୍କର ଗୋଡର କାଣୀ ଆଙ୍ଗୁଳି ମାଡ଼ ହୋଇ ଫାକଚର ହୋଇଛି। ତାଙ୍କର ଏ ଅବସ୍ଥାରେ ମନ୍ତ୍ରୀ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ,ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପାର୍ଥସାରଥୀ ମହାପାତ୍ର, ସାମ୍ବାଦିକ ସରୋଜ କୁମାର ସାହୁ, ବିଂଝାରପୁର ବ୍ଳକ ଛାତ୍ର ବିଜୁଜନତା ଦଳର ସଭାପତି ଲେଲିନ ଦାଶ, ପୃର୍ବତନ ସରପଞ୍ଚ ଚିତ୍ତରଞ୍ଜନ ନାୟକ ମନୋରଞ୍ଜନ ଦାସ, ପୃର୍ବତନ ସମିତି ସଭ୍ୟ ମନୋଜ ଧଳ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ପାଲଟପୁର ସମିତି ସଭ୍ୟ ଧିରେନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ,ସୁମନ କୁମାର ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦିପ ମହାନ୍ତି ପ୍ରମୁଖ ତପନ କୁମାର ରାଉତଙ୍କ ଆଶୁ ଆରୋଗ୍ୟ କାମନା କରିବାସହ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This