ଶୈଳ ଶ୍ରୀକ୍ଷେତ୍ର ଧାମ ରୁ ଜେ. ଡି ଏଣ୍ଟରଟେନମେଣ୍ଟ ର ଶୁଭ ମହୁରୁତ

ଶୈଳ ଶ୍ରୀକ୍ଷେତ୍ର ଧାମ ରୁ ଜେ. ଡି ଏଣ୍ଟରଟେନମେଣ୍ଟ ର ଶୁଭ ମହୁରୁତ

ଆଜି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଅନଗୁଳ ର ଶୈଳ ଶ୍ରୀକ୍ଷେତ୍ର ଧାମ ରେ ନୁଆଁ କରି ସଂଗୀତ ଭିର୍ତ୍ତିକ ଏକ (ଜେ. ଡି. ଏଣ୍ଟରଟେନମେଣ୍ଟ )ନାମକ ଏକ ଚ୍ୟାନେଲ ଶୁଭ ମହୁରୁତ ହେଇଚି l ଏହି ମହୁରୁତ ରେ ଓଡିଶା ର ସୁନାମ ଧନ୍ୟ ବରିଷ୍ଠ କଳାକାର କିଚକେଶ୍ବରୀ ଫିଲ୍ମ ର ନିର୍ଦେଶକ ରୁଦ୍ର ମନ. ଗୀତିକାର ଚିତ୍ତ ରଞ୍ଜନ ଦାସ. ପ୍ରୟୋଜକ ବାପୁଜୀ ପ୍ରସାଦ ଦେଓ ଙ୍କ ସହ ସମାଜ ସେବୀ ଚିନ୍ମୟୀ ଦାସ. ସନ୍ଧ୍ୟାରାଣୀ l l ଜୁବ ନେତା ଜୀବନlନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ.. ଶୁଣି ନିଅନ୍ତୁ କଣ ରହିଛି ପ୍ରତିକ୍ରିୟା

Recent Post

Live Cricket Update