Search
Close this search box.

ଆଜି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାର ୩୫୭ ଗୋଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିବେ। ସେହି ଚାରି ଜିଲ୍ଲା ହେଉଛି ଗଞ୍ଜାମ | ଅନୁଗୁଳ | କେନ୍ଦୁଝର | ଜଗତସିଂହପୁର ।

Recent Post

Live Cricket Update

You May Like This

× How can I help you?