ଅର୍ଥ ସାଜିଛି ବାଧକ ସାହାଯ୍ୟ ର ହାତ ବଢାଇଲା INDIAN by Birth ” A trust & foundation

ଅର୍ଥ ସାଜିଛି ବାଧକ ସାହାଯ୍ୟ ର ହାତ ବଢାଇଲା INDIAN by Birth ” A trust & foundation
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ହାତିବାରି ଗ୍ରାମପଞ୍ଚାୟତର ମହାଦେବ ସାହିରେ ରହୁଥିବା ସୁଲଖ ପଢ଼ି ଙ୍କର ଗୋଡ଼ରେ ବହୁତ ଯନ୍ତ୍ରଣା ପାଉଥିବା ଶୁଣି ଇଣ୍ଡିଆନ୍_ବାଇ_ବର୍ଥ୍ ର କର୍ମକର୍ତ୍ତା ମାନେ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ନେଇ ତାଙ୍କ ପାଖରେ ପହଞ୍ଚିଥିଲେ, ଏବଂ ସେ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନଥିବା ଶୁଣି ସାଙ୍ଗେ ସାଙ୍ଗେ ଓଡ଼ିଶା ଓର୍ଥିପେଡିକ୍ ହସ୍ପିଟାଲ୍(କଟକ) ର ଡାଇରେକ୍ଟର ତଥା ଇଣ୍ଡିଆନ୍ ବାଇ ବାର୍ଥ୍ ଟିମ୍ ର ସଦସ୍ୟ ଭକ୍ତବନ୍ଧୁ ପ୍ରଧାନ (ଜିତୁ) ଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ ରେ ଆଡ଼ମିଟ୍ କରାଇଥିଲେ ଏବଂ ତାଙ୍କର ଟେଷ୍ଟ ରୁ ଜଣାପଡିଛି ଯେ ଗୋଡଟି ହିପ୍ ରିପ୍ଲେଶମେଣ୍ଟ ଅପରେସନ ହେବ , ଏହା ଶୁଣିବାପରେ ଅପରେସନ ର ପୁରା ଖର୍ଚ୍ଚ ଇଣ୍ଡିଆନ ବାଇ ବାର୍ଥ ବହନ କରିବ ବୋଲି ଧାର୍ଯ୍ୟ କରିଥିଲେ|
କୋଣସି ସମସ୍ୟା ଥିଲେ ଆମକୁ ଯୋଗାଯୋଗ କରନ୍ତୁ :- 08073952095
ଆପଣମାନଙ୍କ ସେବାରେ ସଦା ସର୍ବଦା ” INDIAN by Birth ” A trust & foundation ଆମେ ଆପଣଙ୍କୁ ସାହାଯ୍ୟ କରିବୁ, ଏହା ଆମର ପ୍ରତିଶୃତି

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This