ଦେଶର ପ୍ରଥମ ୱାଟର ମେଟ୍ରୋ ଚାଲିବ କୋଚିରେ

କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ । ୧୦ଟି ଦୀପକୁ ଯୋଡିବ ଏହି ୱାଟର ମେଟ୍ରୋ । ଏଥିପାଇଁ ଖର୍ଚ୍ଚ ହୋଇଛି ୧୧୩୬ କୋଟିରୁ ଅଧିକ ଟଙ୍କା । ସ୍ୱତନ୍ତ୍ର ଫିଚର୍ସ ସହ ସୁରକ୍ଷା ଦୃଷ୍ଟିରୁ ବେଶ ଖାସ ହେଉଛି ୱାଟର ମେଟ୍ରୋ ।

Recent Post

Live Cricket Update

You May Like This