ମେ’ ୨୪ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ହେବ ‘କ୍ବାର୍ଡ’ ସମ୍ମିଳନୀ, ଅଷ୍ଟ୍ରେଲିଆ PMଙ୍କ ସୂଚନା। କ୍ବାର୍ଡ ଗ୍ରୁପରେ ଅଛନ୍ତି ଜାପାନ, ଅଷ୍ଟ୍ରେଲିଆ, ଭାରତ ଓ US। ଇଣ୍ଡୋ-ପାସିଫିକ୍ର ସୁରକ୍ଷା ‘କ୍ବାର୍ଡ’ ଗ୍ରୁପର ମୁଖ୍ୟ ଲକ୍ଷ୍ୟ। ମେ’ରେ ଅଷ୍ଟ୍ରେଲିଆ ଯିବେ PM ମୋଦି ।
WhatsApp us