ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଗତକାଲି ପରଲୋକ ଗମନ କରିଛନ୍ତି। ଏଥି ନିମନ୍ତେ ଦେଶରେ ଏପ୍ରିଲ ୨୬ ଓ ୨୭ ତାରିଖ ଦୁଇଦିନ ଧରି ରାଷ୍ଟ୍ରୀୟ ଶୋକଦିବସ ପାଳନ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି। ସମସ୍ତ ଅଟ୍ଟାଳିକା ଓ ସରକାରୀ କାର୍ଯ୍ୟାଳୟରେ ଯେଉଁଠାରେ ଜାତୀୟ ପତାକା ଉଡିଥାଏ, ଏହି ଦୁଇଦିନ ଅର୍ଦ୍ଧନମିତ ରହିବ।
WhatsApp us