ଏଣିକି ସପ୍ତାହକୁ ୩ ଦିନ ଦୁବାଇକୁ ଉଡ଼ିବ ବିମାନ
ମେ ୧୫ରୁ ସପ୍ତାହକୁ ୩ ଦିନ ଦୁବାଇକୁ ଉଡ଼ିବ ବିମାନ। ସୋମବାର, ବୁଧବାର ଓ ଶୁକ୍ରବାର ଯିବ ବିମାନ। ଭୁବନେଶ୍ଵରରୁ ସିଧାସଳଖ ଦୁବାଇକୁ ଉଡ଼ିବାର ସୁବିଧା ମିଳିବ ।
WhatsApp us