ରତନ ଟାଟା ଙ୍କୁ ସମ୍ମାନ

ରତନ ଟାଟାଙ୍କୁ ଅଷ୍ଟ୍ରେଲିଆରେ ସମ୍ମାନ। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଅଷ୍ଟ୍ରେଲିଆ(ଏଓ)ରେ ରତନ ଟାଟାଙ୍କୁ ସମ୍ମାନିତ କରାଯାଇଛି। ବାଣିଜ୍ୟ ପୁଞ୍ଜି ନିବେଶ ଆଦି ପ୍ରସଙ୍ଗରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାଖିକ ସମ୍ପର୍କକୁ ମଜଭୁତ୍ କରିବାରେ ରତନ ଟାଟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ତାଙ୍କୁ ଅଷ୍ଟ୍ରେଲିଆ ସରକାର ସମ୍ମାନିତ କରିଛନ୍ତି।

Recent Post

Live Cricket Update

You May Like This