ଡାକୋଟା ବିମାନ ପରିଦର୍ଶନ କଲେ ଇଣ୍ଡୋନେସିଆ ଏବଂ ଭୁଟାନ୍‌ର ରାଷ୍ଟ୍ରଦୂତ

ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ଏବଂ ଭୁଟାନ୍‌ର ରାଷ୍ଟ୍ରଦୂତ

ଇନା ଏଚ୍ କ୍ରିଷ୍ଣାମୂର୍ତ୍ତି ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ରଖାଯାଇଥିବା ଡାକୋଟା ବିମାନ ପରିଦର୍ଶନ କରିଛନ୍ତି। @SSEPD2 ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ @CTOdisha ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ରାଷ୍ଟ୍ରଦୂତଙ୍କୁ ସ୍ବାଗତ କରିଥିଲେ।
ଡାକୋଟା ବିମାନ ଦେଖି ଭାବ ବିହ୍ବଳ ହୋଇ ଶ୍ରୀମତୀ କ୍ରିଷ୍ଣାମୂର୍ତ୍ତି କହିଥିଲେ ଏହି ବିମାନ ପ୍ରତ୍ୟେକ ଇଣ୍ଡୋନେସିଆ ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ଏବଂ ପ୍ରତ୍ୟେକ ଇଣ୍ଡୋନେସିଆବାସୀଙ୍କ ସହ ଭାବଗତ ସମ୍ପର୍କ ରହିଛି ବୋଲି ସେ କହିଥିଲେ। ଡାକୋଟା ବିମାନ ଉପରେ @IPR_Odisha ପକ୍ଷରୁ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

Recent Post

Live Cricket Update

You May Like This