ଗୋଲାମୁଣ୍ଡା ଠାରେ ଚାଲିଛି ମହା ଭାରତ ପ୍ରରାୟଣ
ଗୋଲାମୁଣ୍ଡା ଠାରେ 35/ବର୍ଷ ପୂର୍ବେ ହୋଇଥିଲା ମହା ଭାରତ ପରା ଣ ୟ ଉକ୍ତ ମହା ଭାରତ ପ୍ରଣୟରେ କର୍ତ୍ତା ଆର୍ତ୍ତ ତ୍ରା ଣ ରାଉତ ହୋଇ ଥିଲେ ପୁଣି ଆଜି ଦେଖିବା କୁ ମିଳିଛି ଏହି ଗୋଲାମୁଣ୍ଡା ରେ ମହା ଭାରତ ପରା ଣ ୟ ର କର୍ତା ସୁବାସ ଚନ୍ଦ୍ର ରାଉତ ଓ ତାଙ୍କ ସହ ଧର୍ମଣୀ ବାଜୟ ନ୍ତି ରାଉତ ଓ ପୂଜକ ହରି ଶ ଚ ନ୍ଦ୍ର ଖମାରୀ. ସଭା ପତି ଦେବେନ୍ଦ୍ର ରାଉତ. ସମ୍ପା ଦକ ନକୂଳ ବିଶି.
କୋଷା ଦକ୍ଷ ଜନ୍ମ ଜୟ ମାଝି
ଓ ଗୋଲାମୁଣ୍ଡା ଗ୍ରାମ ବାସି ବୃନ୍ଦ ଙ୍କ ସହ ଯୋଗ ରେ ଚଳିତ ମାସ ଛ ତାରିଖ ରୁ ଆରମ୍ଭ ହୋଇ ଏକୁ ଇସ ଦିନ ହେଲା ସୁରୁଖୁରୁ ରେ ଚାଲିଛି ଦର୍ଶକ ମାନଙ୍କୁ ଅର୍ଣ୍ଣ ଭୋଗ ଦିଆ ଯାଉଛି ପ୍ରତି ଦିନ ହଜାର. ହଜାର ଦର୍ଶକ ମାନେ ଆନନ୍ଦ ଉପଭୋଗ କରି ଗୃହ ପ୍ରତ୍ୟା ବର୍ତନ କରିଥାନ୍ତି ।
ଧର୍ମଗଡ଼ ଉପଖଣ୍ଡ ପ୍ରତି ନିଧି kapurchansethia ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ