Search
Close this search box.

କାର ଧକ୍କାରେ ତିନି ମୃତ

Breaking news

କାର ଧକ୍କାରେ ତିନି ମୃତ

ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଗୋବରା ଗ୍ରାମ ନିକଟରେ ଏକ ଦୁର୍ଘଟଣାରେ ତିନି ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଗୋଟିଏ କାର ତିନି ଜଣକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଆଇ ଓ ଦୁଇ ନାତି ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତେବେ ସବିଶେଷ ବିବରଣୀ ହସ୍ତଗତ ହୋଇ ପାରିନାହିଁ।

Recent Post

Live Cricket Update

You May Like This

× How can I help you?