Breaking news
କାର ଧକ୍କାରେ ତିନି ମୃତ
ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଗୋବରା ଗ୍ରାମ ନିକଟରେ ଏକ ଦୁର୍ଘଟଣାରେ ତିନି ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଗୋଟିଏ କାର ତିନି ଜଣକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଆଇ ଓ ଦୁଇ ନାତି ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତେବେ ସବିଶେଷ ବିବରଣୀ ହସ୍ତଗତ ହୋଇ ପାରିନାହିଁ।
WhatsApp us