ମୋଦୀ ଙ୍କ ମନ୍ ବାତ୍ ଅନୁଷ୍ଠିତ
ଢେଙ୍କାନାଳ, ତା.୩୦.୦୪.୨୦୨୩ରିଖ : ଅଦ୍ୟ ଢେଙ୍କାନାଳ ସହରସ୍ଥିତ ୱାର୍ଡ ନଂ-୧୧, ଲକ୍ଷ୍ମୀବଜାର ଶନିମନ୍ଦିର ପ୍ରାଙ୍ଗଣରେ ୧୧ନଂ ୱାର୍ଡ ତରଫରୁ ଏସ୍ସି ମୋର୍ଚା ଜିଲ୍ଲା ସଭାପତି କରୁଣାକର ଦଳେଇଙ୍କ ନେତୃତ୍ବରେ ମୋଦିଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମାଜସେବୀ ରାମଚନ୍ଦ୍ର ପାତ୍ର, ସନ୍ତୋଷ ମହାଖୁଡ୍, ସନ୍ତୋଷ ବେହେରା, ମିଲନ୍, କନିସ୍କ, ବାବୁଲିଙ୍କ ସହିତ ୱାର୍ଡର ବାସୀନ୍ଦାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି।