କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ ଗୁଳିକାଣ୍ଡ ଜଣେ ମୃତ ନେଇ ସୂଚନା।
Big breaking ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ୬ ମୋନି ଟାୱାର ନିକଟରେ ଗୁଳିକାଣ୍ଡ, ଜଣେ ଗୁରୁତର ଆହତ ଙ୍କୁ ବଡ଼ବିଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ, ଘଟଣା ସ୍ଥଳରେ ବଡ଼ବିଲ ପୋଲିସ ଥାନାଧିକାରିଣି ପ୍ରମୋଦିନି ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି , ଗୁଳିକାଣ୍ଡ ପରେ ଦୂର୍ବୁର୍ତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା , ଉକ୍ତ ଗୁଳିକାଣ୍ଡ ରେ ଦୁଇଜଣ ଦୁର୍ବୃତ୍ତ ସଂଶ୍ଳିଷ୍ଟ ଥିବା ନେ଼ଇ ସୂଚନା , ଗୁରୁତର ଜଣକ ବଡ଼ବିଲ ଅଞ୍ଚଳର ଭୋଳା ସିନ୍ନା ବୋଲି ସୂଚନା ଓ ତାଙ୍କର ବଡ଼ବିଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ମୁତ୍ୟୁ ହୋଇଥିବା ନେଇ ସୂଚନା।ମୃତକ ଭୋଳା ସିନା । ଗୁଳିକାଣ୍ଡର କରଣ ଅସ୍ପଷ୍ଟ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।