ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଶୁଣାଣି ମାମଲା ଘୁଞ୍ଚିଲା

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଶୁଣାଣି ମାମଲା ଘୁଞ୍ଚିଲା

ଆସନ୍ତା ସୋମବାର ପୁଣି ଶୁଣାଣି ନେଇ ଦିନ ଧାର୍ଯ୍ୟ।
ଆମିକସକ୍ୟୁରି ୭ ଦିନ ସମୟ ମାଗିବାରୁ ଶୁଣାଣି ଘୁଞ୍ଚିଲା।
ଶ୍ରୀମନ୍ଦିର ପରିଚାଳନା କମିଟିର ସତ୍ୟପାଠ ଆଜି ପାଇଥିବା କହିଲ।
ଅନୁଧ୍ୟାନ ପାଇଁ ୭ ଦିନ ସମୟ ଲାଗିବ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଲେ l

Recent Post

Live Cricket Update