ତାଳଚେର ସାନ ଯୋରଡା ଗ୍ରାମରେ ନବ ବଧୂ ଙ୍କ ମୃତ୍ୟୁ
ତାଳଚେର ସାନଯୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ନବ ବଧୂ ଙ୍କ ମୃତ୍ୟୁ ହୋଇଛି। ଗତ କିଛି ମାସ ହେବ ଜଗନ୍ନାଥପୂର୍ ଗ୍ରାମର ଲିଜା ବେହେରା ସାନ ଯୋରଡା ଗ୍ରାମର ଦୁଲଭ ସାହୁ ଙ୍କୁ ବୈଦିକ ରିତି ରେ ବିବାହ କରିଥିଲେ। ଆଜି ତାଙ୍କ ତାଙ୍କର ମୃତ୍ୟ ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଜଣା ପଡ଼ିବ ବୋଲି ସୂଚନା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅପର ପକ୍ଷରେ ଝିଅ ପରିବାର ଲୋକେ ଯୌତୁକ ନିର୍ଯାତନା ରୁ ବୋହୂ ଙ୍କୁ ହତ୍ୟା କରା ଯାଇଛି ବୋଲି ଅଭିଯୋଗ ଆଣିଛନ୍ତି।