ଘର ତାଲା ଭାଙ୍ଗି ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ ମାନେ

ଘର ତାଲା ଭାଙ୍ଗି ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ ମାନେ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ

ଅନ୍ତର୍ଗତ ଯମୁନାପଶି ଗ୍ରାମରୁ ଶନିବାର ବିଳମ୍ବିତ ରାତିରେ ଦୃର୍ବୁତ୍ତ ମାନେ ଜଣଙ୍କ ଘରୁ ତାଲା ଭାଙ୍ଗି ସୁନା ଅଳଙ୍କାର ଓ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୃର୍ବୁତ୍ତ ମାନେ
ଏନେଇ ଘର ମାଲିକ ଚନ୍ଦ୍ରମଣି ନାଏକ ଥାନା ରେ ଅଭିଯୋଗ କରିଛନ୍ତି ସୂଚନା ଅନୁଯାୟୀ
ଚନ୍ଦ୍ରମଣିଙ୍କ ପରିବାର ଶନିବାର ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଘରେ କେହି ନ ଥିବାର ସୁଯୋଗ ନେଇ ଦୃର୍ବୁତ୍ତ ମାନେ ଘର ତାଲା ଭାଙ୍ଗି ପଶିଥିଲେ ଆଟାଜୀ ରେ ଥିବା ୩ ଭରି ଓଜନର ସୁନା ଅଳଙ୍କାର ସହ ନଗଦ ଟଙ୍କା ବାଇକ୍ ଚାବି ଗାଡ଼ିର ଏକ ବ୍ୟାଟେରୀ ନେଇଯାଇଛନ୍ତି ପରିବାର ଲୋକେ ଘର ସମସ୍ତ ସକାଳୁ ଫେରି ଘରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ଏନେଇ ସଙ୍ଗେ ସଙ୍ଗେ ତୁରୁମୁଙ୍ଗା ଥାନା ରେ ଅଭିଯୋଗ କରିଥିଲେ ଏନେଇ ତୁରୁମୁଙ୍ଗା ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ
ଥାନା ରେ ଏକ କେଶ୍ ନଂ ୬୦/୨୩/ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This