ଶିବ ମନ୍ଦିର ପ୍ରାଙ୍ଗଣରୁ ଏକ ୫ଫୁଟ ର ନାଗ ସାପ ଉଦ୍ଧାର

ଶିବ ମନ୍ଦିର ପ୍ରାଙ୍ଗଣରୁ ଏକ ୫ଫୁଟ ର ନାଗ ସାପ ଉଦ୍ଧାର

ଅନୁଗୋଳ ଜିଲ୍ଲା : ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ସିଦ୍ଧେଶ୍ଵର ଓ ଐଶାନ୍ୟ ଶ୍ୱର ଶିବ ମନ୍ଦିର ରୁ ଏକ ନାଗ ସାପ ଉଧାର ,ସୂଚନା ମୁତାବକ ବଳରାମପ୍ରସାଦ ଶିବ ମନ୍ଦିର ରେ ଏକ ନାଗ ସାପ ଥିବା ଖବର ପାଇ ସ୍ନେକ୍ ରେସୁକୁ ଟିମ୍ ମୁଖ୍ୟ ବିଭୁତି ଭୁଷଣ ନାହାକ ଓ ତାଙ୍କ ଟିମ୍ ର ସଦସ୍ୟ ସନ୍ତୋଷ ମହାରଣା, ତାପସ୍ ସାମଲ ପହଞ୍ଚି ୫ଫୁଟ ର ଏକ ନାଗ ସାପ କୁ ଉଧାର କରି ଜଙ୍ଗଲ ରେ ଛାଡିଛନ୍ତି ।

Recent Post

Live Cricket Update

You May Like This