କାର୍ଲି ଆମ୍ବ ତୋଟାରେ ଡମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକସଭା ଅନୁଷ୍ଠିତ

କାର୍ଲି ଆମ୍ବ ତୋଟାରେ ଡମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକସଭା ଅନୁଷ୍ଠିତ

ଗୋଳାମୁଣ୍ଡା/୨/୪/ସମାଜର କଲ୍ୟାଣ ନିମନ୍ତେ ଦଶପୁର ଯୋନ ଅଧୀନରେ ଥିବା କାର୍ଲି ଗ୍ରାମର ଆମ୍ବ ତୋଟା ରେ ଡମ୍ବ ସମାଜ ବିକାଶ ପରିଷଦର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେବହୁ ସଂଖ୍ୟକ ଭାବେ ମହିଳା ଓ ପୁରୁଷ ଯୋଗ ଦେଇଥିବା ବେଳେ ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦର ସଭାପତି ଶ୍ରୀ ଯୁକ୍ତ ରାମକୁମାର ସେନାପତି ଙ୍କ ନେତୃତ୍ୱରେ ଆଜି ମଙ୍ଗଳବାର ଦିନସଭା ଆହୋଜନ କରାଯାଇଥିଲା, ମୁଖ୍ୟ ଅତିଥି ଭାବେ ଦଶପୁର ଯୋନ ସଭାପତି ଭୁବନେଶ୍ୱର ନିଆଲ, ସମାନିତ ଅତିଥି ଭାବେ ମକରନ୍ଦ ଦୀପ, ଉଦିଆ ନିଆଲ, ହରିଶଙ୍କର ନିଆଲ,ଭିମା ବାଗ,କର୍ମାଠ ୱାର୍ଡ ମେବର ଶ୍ୟାମ ବିହାରୀ,କୃପା ହରିଜନ, ଯମୁନା ହରିଜନ, ଦୈତାରି ହରିଜନ, ପ୍ରେମ ଲତା ବିହାରୀ, ସଙ୍ଗୀତ ମହାନନ୍ଦ,ଲକ୍ଷ୍ମୀ ବାଗ,କୃଷ୍ଣଚନ୍ଦ୍ର ବାଗ,ଭୁବନେଶ୍ୱର ସୁନାନୀ ପ୍ରମୁଖ ଉପସ୍ଥିତରେ ଆଗାମି ଦିନରେ ସମାଜର ଏକତାଭାବ କିପରି ରହିବ ସେ ଦିଗରେ ଆଲୋଚନା କରି ସମସ୍ତେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ, ଏହା ପରେ ସମସ୍ତଙ୍କ ବକ୍ତବ୍ୟ ଙ୍କୁନେଇଶ୍ରୀ ସେନାପତି ଆଗାମି ଦିନରେ ସାଙ୍ଗ ଠନିକ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମୁଖ୍ୟ ତୋ ଯୁବ ଗୋଷ୍ଠୀ ଓ ମହିଳା ମାନଙ୍କୁ ସଚେତନତା କରିବାପାଇଁ ସର୍ଵ ସମତିକ୍ରମେ ଗୃହୀତ ହୋଇ ଥିଲା, ଆଜିର ସାମାଜିକକାର୍ଯ୍ୟକ୍ରମକୁ ଖମାରି ହଳଦୀ ପଞ୍ଚାୟତର ସମ୍ପାଦକ ଜନ୍ମେଜୟ ନାଇକ ସୁନ୍ଦର ଭାବରେ ପରିଚାଳନା କରିଥିଲେ, ଏହା ପରେ ସଭାପତି ଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରା ଯାଇଥିଲା,
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁର ଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ

Recent Post

Live Cricket Update

You May Like This