ସିଙ୍ଗାପୁର ଏବଂ ବ୍ୟାଙ୍କକ୍ ସହର ପାଇଁ ବିମାନ ଚଳାଚଳର ଅଗ୍ରୀମ ଟିକଟ୍ ବୁକିଂ ସେବା ଶୁଭାରମ୍ଭ

ଭୁବନେଶ୍ବରରୁ ସିଧାସଳଖ ସିଙ୍ଗାପୁର ଏବଂ ବ୍ୟାଙ୍କକ୍ ସହର ପାଇଁ ବିମାନ ଚଳାଚଳର ଅଗ୍ରୀମ ଟିକଟ୍ ବୁକିଂ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆଜି ଶୁଭାରମ୍ଭ ହେବ। ଇଣ୍ଡିଗୋ ଏହି ବିମାନ ସେବା ୩ ଜୁନ୍, ୨୦୨୩ ଠାରୁ ଆରମ୍ଭ କରିବ।

Recent Post

Live Cricket Update