ସେନା ALH ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ସେନା ALH ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।
ସେନାବାହିନୀର ALH ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଜାମୁ କାଶ୍ମୀର କିସ୍ତୱାର ନିକଟରେ ଖସିପଡ଼ିଥିବା ସୂଚନା। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ପାଇଲଟମାନେ ଆହତ ସୂଚନା। ପାଇଲଟ ଆହତ ହୋଇଥିଲେ ବି ବିପଦମୁକ୍ତ ଥିବା କହିଲା ସେନା।


Recent Post

Live Cricket Update

You May Like This