ଗାଁରେ ପୁଲିସକୁ ମାଡ଼, ମହିଳା ଏଏସ୍‌ଆଇ ଗୁରୁତର

ଜଗତସିଂହପୁର: ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ତିର୍ତ୍ତୋଲ ଥାନା ସିରୋଳ ଗାଁରେ ପୁଲିସକୁ ମାଡ଼, ମହିଳା ଏଏସ୍‌ଆଇ ଗୁରୁତର, କଟକ ସ୍ଥାନାନ୍ତର; ଆଉ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା l

Recent Post

Live Cricket Update