ଆଗକୁ ବର୍ଷା ଦିନକୁ ନଜରରେ ରଖି ପୈାରପାଳିକା ସଫେଇ କର୍ମଚାରୀମାନେ ଡ୍ରେନଗୁଡିକୁ ସଫା କରିବାରେ ବ୍ୟସ୍ତ
ବର୍ଷା ଦିନକୁ ନଜରରେ ରଖି ଢେଙ୍କାନାଳ ପୈାରପାଳିକା ପକ୍ଷରୁ ରାସ୍ତାର ବାମ ଓ ଡାହାଣ ପାର୍ଶ୍ଵରେ ଥିବା ଡ୍ରେନ୍ ଗୁଡିକୁ ସଫେଇ କର୍ମଚାରୀମାନେ ଯୋରସୋରରେ ସଫାକରୁଛନ୍ତି।
ପୈାରନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ତରୁଣ କୁମାର ମହାପାତ୍ର ଙ୍କ ତତ୍ବାବଧାନରେ ଏହି ସଫେଇ କାର୍ଯ୍ୟକ୍ରମ ଯୋରସୋରରେ ଚାଲୁରହିଛି।