୧୦୮ କଳସ ଯାତ୍ରା ସହିତ ୩ଦିନ ଧରି ନାମ ଯଜ୍ଞ ଅନୁଷ୍ଠିତ

୧୦୮ କଳସ ଯାତ୍ରା ସହିତ ୩ଦିନ ଧରି ନାମ ଯଜ୍ଞ ଅନୁଷ୍ଠିତ

୦୬.୦୫.୨୦୨୩ – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତ ବଳଭଦ୍ରପୁର ବାଇଟାଙ୍ଗୀ ଗ୍ରାମରେ କଳସ ଯାତ୍ରା ୩ ଦିନ ଧରି ଚାଲିଥିଲା l ପ୍ରଥମ ଦିନ କଳସ ଯାତ୍ରା ନାରୀଗାଁ ଜଗନ୍ନାଥ ମନ୍ଦିରରୁ ୧୦୮ କଳସ ପାଣି ଆଣି ବାଇଟାଙ୍ଗୀର ହନୁମାନଙ୍କ ଉପରେ ଜଳାଭିଷେକ କରାଯାଇଥିଲା।ପରେ ହନୁମାନ ଚାଳିଶା , ସୁନ୍ଦରା କାଣ୍ଡ , ହୋମ ଯଜ୍ଞ ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା କୀର୍ତ୍ତନ ୩ ଦିନ ଧରି ହୋଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିଥିଲା । ଯାଜପୁରରୁ ସ୍ନେହାଶିଷ ଚ୍ୟାଉ ପଟ୍ଟନାୟକ ଙ୍କ ରିପୋର୍ଟ

Recent Post

Live Cricket Update

You May Like This