ଗୁଳୁଦିପଶି ରେ ୨୪ ପ୍ରହର ନାମଯଜ୍ଞ
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ୨୪ ପ୍ରହର ନାମଯଜ୍ଞ ଧୁମ୍ ଧାମରେ ଅନୁଷ୍ଠିତ ହେଉଛି ୫ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ନଗର କୀର୍ତନ ଦଳ ଏଠାରେ ଘଟଗାଁ ଯାମୁଁପଶି ତୁରୁମୁଙ୍ଗା ବରୁଡ଼ିପଶି ଖିରେଇଟାଙ୍ଗିରୀ ନୂଆଗାଁ ମାଛଗଡ଼ ଅସ୍ତଯୋଡ଼ି ଓ ଠାକୁରମୁଣ୍ଡା ତାଳପଦା ଦଳ ଅଖଣ୍ଡ ନାମ ସଂକୀର୍ତ୍ତନ ରେ ଅଂଶଗ୍ରହଣ କରିଛନ୍ତି ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ଏଠାରେ ଭିଡ଼ ଦେଖିବାକୁ ମିଳିଛି
ଶ୍ରବଣ କରୁଥିବା ଓ ଲୋକ ମାନଙ୍କ ପାଇଁ ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍