ବିବାହର ଦୁଇମାସ ନପୂରୁଣୁ ନବବଧୂ ହତ୍ୟା ଅଭିଯୋଗ

ଦଶରଥପୁର

ବିବାହର ଦୁଇମାସ ନପୂରୁଣୁ ନବବଧୂ ହତ୍ୟା ଅଭିଯୋଗ

ବିବାହର ଦୁଇମାସ ନପୂରୁଣୁ ନବବାଧୁକୁ ହତ୍ୟା ଅଭିଯୋଗ, ସୂଚନା ଅନୁଯାଇ ଗୋପାଳ ପୁର ଗାଁ ମାନଗୋବିନ୍ଦ ଜେନା ଙ୍କ ଝିଅ ରେଖାଞ୍ଜଳି ଜେନା ଦିହୁଡିସାହି ଗ୍ରାମର ଧନେଶ୍ୱର ଜେନା ଙ୍କ ପୁଅ ରଞ୍ଜନ କୁମାର ଜେନା ଙ୍କୁ 24/2/2023 ମସିହା ରେ ବୈଦିକ ରୀତି ନୀତି ରେ ବିବାହ କରିଥିଲେ,ଆଉ ଭାବିଥିଲେ ତାଙ୍କ ଝିଅ ଖୁସିରେ ରହିବ ଘରଶଂସାର କରିବ କିନ୍ତୁ ତାଙ୍କ ସ୍ବପ୍ନ ସ୍ବପ୍ନ ରେ ରହିଗଲା, ବିବାହ ପରଠାରୁ ଝିଅ ଉପରେ ଯୌତୁକ ପାଇଁ ହେଇଆସୁଥିଲା ଅସହଯ୍ୟ ନିର୍ଯାତନା, ସ୍ୱାମୀ ରଞ୍ଜନ ଏବଂ ନଣଦ ବିନି ଜେନା ଙ୍କ ସମେତ ପାରିବର ଲୋକେ ଦେଇ ଆସୁଥିଲେ ନିର୍ଯାତନା, ଯାହାକୁ ସହି ନପାରି ରେଖାଞ୍ଜଳି ବାପ ଘରକୁ ଚାଲିଯାଇଥିଲେ, ପରେ ସ୍ୱାମୀ ଙ୍କ ଦେହ ଖରାପ ଅଛି କହି ଶ୍ୱଶୁର ଘର ଲୋକ ତାକୁ ଘରକୁ ଫେରାଇ ଆଣିଥିଲେ ଶାଶୁ ଘର ର ଲୋକ। ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ସହ ଦୋଷୀ ଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର ଦଣ୍ଡ ଦେବାକୁ ମଙ୍ଗଳପୁର ଥାନା ର ଦ୍ୱାରସ୍ତ ହୋଇଛନ୍ତି।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update