ନାବାଳିକାଙ୍କୁ ଅପହରଣ ଅଭିଯୋଗ ପାଟଣା ଥାନାରେ ଏତଲା

ନାବାଳିକାଙ୍କୁ ଅପହରଣ ଅଭିଯୋଗ ପାଟଣା ଥାନା ଏତଲା

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଂଚଳରେ ଏପରି ଦେଖିବାକୁ ମିଳିଛି ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଅଭିଯୋଗ ହୋଇଛି ଏନେଇ ନାବାଳିକାଙ୍କ ପରିବାର ଲୋକ ପାଟଣା ଥାନା ରେ ଲିଖିତ ଭାବେ ଜଣାଇଛନ୍ତି ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ସକାଳେ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବକ ବସ୍ ରେ ଆସି ତାଙ୍କ ଝିଅଙ୍କୁ ଅପହରଣ କରିନେଇଛନ୍ତି ବୋଲି ଏନେଇ ପାଟଣା ଥାନାରେ ଏକ କେଶ୍ ନଂ ୭୨/୨୩/ ମାମଲା ରୁଜୁ ହୋଇଛି ଘଟଣାର ତଦନ୍ତ ଚାଲିଥିବା ପାଟଣା ଥାନା ଅଧିକାରୀ ମନୋରଞ୍ଜନ ପ୍ରଦାନ ସୂଚନା ଦେଇଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This