ଅବପାତରେ ପରିଣତ ହେବ । ଆଗକୁ ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବା ସହ ଉତ୍ତର ମୁହାଁ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି । ହେଲେ ସମ୍ଭାବ୍ୟ ବାତ୍ୟାର ରୂପରେଖ ଓ ତୀବ୍ରତାକୁ ନେଇ କୌଣସି ସୂଚନା ଦେଇନି । ଲଘୁଚାପ ସୃଷ୍ଟି ଓ ଏହା ଅବପାତ ହେବାର ସମ୍ଭାବନାକୁ ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଆକଳନ କରୁଛନ୍ତି ।
WhatsApp us