ଆଜି ଏକ ମିଳିତ ଜଙ୍ଗଲ ଚଢାଉରେ # ଓଡ଼ିଶା # ଭିଜିଲାନ୍ସ ଦ୍ବାରା ଦୁଇଟି ସ୍ଥାନରେ ଯଥା – ଗ୍ରାମ – ବାନାହୋରା, ଥାନା- ପାଣିକୋଇଲି, ଏବଂ ଗ୍ରାମ- ନୁଆପଡା, ଥାନା- କୋରେଇ, ଯାଜପୁର, ଠାରେ ଚଢ଼ାଉ ବେଳେ 66.98 Cft ମୂଲ୍ୟବାନ କାଠ ଚିହ୍ନଟ ଏବଂ ଜବତ ହୋଇଛି |
WhatsApp us